OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ

– OPSCର ସଚିବ ଭାବେ ରାମଚନ୍ଦ୍ର ପାଲଟା ନିଯୁକ୍ତ
– ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିଲେ ରାମଚନ୍ଦ୍ର
– ସେହିପରି ପ୍ରମୋଦ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହୋଇଛନ୍ତି
– OPSCର ଅଧ୍ୟକ୍ଷ ଥିଲେ ପ୍ରମୋଦ କୁମାର
– ଦେବବ୍ରତ ସାହୁଙ୍କ ବଦଳି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଛି
– ଭୁବନେଶ୍ୱର ଉପଜିଲ୍ଲାପାଳ ଥିଲେ ଦେବବ୍ରତ
– ପ୍ରିୟରଞ୍ଜନ ପୃଷ୍ଟି ଆସ୍କା କୋଅପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପରିଚାଳ ନିର୍ଦ୍ଦେଶକ ନିଯୁକ୍ତ
– ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଥିଲେ ପ୍ରିୟରଞ୍ଜନ
– ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତି
– ଦିବ୍ୟଲୋଚନ ମୋହାନ୍ତଙ୍କୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଦାୟିତ୍ୱ
– ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିଲେ ଦିବ୍ୟଲୋଚନ
– ମଧୂସୁଦନ ବେହେରାଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତ
– ତରଣୀ ସୁନାଙ୍କୁ ବଲାଙ୍ଗୀର ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି
– ଆଠମଲ୍ଲିକ ଉପଜିଲ୍ଲାପାଳ ଥିଲେ ତରଣୀ ସୁନା
– ମନୋଜ କୁମାର ତ୍ରିପାଠୀଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ନିଯୁକ୍ତି
– ଜଗନ୍ନାଥ୍ରସାଦର ତହସିଲଦାର ଥିଲେ ମନୋଜ ତ୍ରିପାଠୀ

Leave a Reply

Your email address will not be published. Required fields are marked *