Category: ଦେଶ-ବିଦେଶ

Total 26 Posts

ବାପା ରକ୍ତ କର୍କଟ ରେ ଯିବା ପରେ , ଦୁଇ ଝିଅ ମଧ୍ୟ ରକ୍ତ କର୍କଟ ରେ ଆକ୍ରାନ୍ତ

ବାପା ରକ୍ତ କର୍କଟ ରେ ଯିବା ପରେ , ଦୁଇ ଝିଅ ମଧ୍ୟ ରକ୍ତ କର୍କଟ ରେ ଆକ୍ରାନ୍ତ ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ସାହାଯ୍ୟ ପାଇଁ ଆଗେଇ ଆସିଛି “ବର୍ଣ୍ଣ ଟୁ ହେଲ୍ପ ଅଲ୍”ସଂଗଠନ ବାଲିପାଟଣା,୬/୪(ଶାନ୍ତିସ୍ତୁପ ବ୍ୟୁରୋ)ବହୁ ପୁରାତନ

ଡିସେମ୍ବର_୯ରେ_ବାରବାଟୀରେ_ମ୍ୟାଚ୍

ଡିସେମ୍ବର_୯ରେ_ବାରବାଟୀରେ_ମ୍ୟାଚ୍ -ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ -ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବ ଟି ଟ୍ବେଣ୍ଟି ମ୍ୟାଚ୍‌ -୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ -ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଅବଶିଷ୍ଟ ମ୍ୟାଚ୍

ବିକ୍ରି ହୋଇଗଲା ନୀଳ ଚଢେଇ!!

ବିକ୍ରି ହୋଇଗଲା ନୀଳ ଚଢେଇ!! ସାନ ଫ୍ରାନସିସକୋ : ଆଜି ମଧ୍ୟ ଅନେକ ଲୋକ ଟ୍ୱିଟରକୁ ତାହାର ପୁରୁଣା ଲୋଗୋ ନୀଳପକ୍ଷୀକୁ ଦେଖି ଚିହ୍ନନ୍ତି। କିନ୍ତୁ ଯେବେଠାରୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଲୋନ ମସ୍କ ନିଜ ମାଲିକାନାକୁ ନେଇଛନ୍ତି, ସେବେଠାରୁ

ଇଂଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକ ବିଜୟ

ବ୍ୟୁରୋ:ଇଂଲଣ୍ଡ ବିପକ୍ଷରେ ଜିତିଲା ଭାରତ, ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ

ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କର ନୂଆ ଉପାୟ

ବ୍ୟୁରୋ:ଦେଶରେ ସାଇବର ଠକେଇ ମାମଲା ବଢିଚାଲିଛି । ବ୍ୟାଙ୍କମାନେ ଯେତେ ସୁରକ୍ଷା ବ୍ୟବସ୍ଥା କଲେ ବି ଚୋରମାନେ ଅଭିନବ ଉପାୟ ବାହାର କରି ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । ଏବେ ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କ କେତେକ ନୂଆ ପଦକ୍ଷେପ

Ola_Uberକୁ_ନୋଟିସ୍‌!!

Ola_Uberକୁ_ନୋଟିସ୍‌!! -Ola, Uberକୁ ନୋଟିସ୍‌ କଲେ ଉପଭୋକ୍ତା ମନ୍ତ୍ରାଳୟ -ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ନୋଟିସ୍‌ -ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ରେଟ୍‌ରୁ ନୋଟିସ୍‌ -ଜବାବ ରଖିବାକୁ ମନ୍ତ୍ରାଳୟ ପକ୍ଷରୁ ଉଭୟ କ୍ୟାବ୍‌ ସଂସ୍ଥାକୁ

ବିଷ ପାଲଟିଛି ଦୟାନଦୀ !

ବିଷ ପାଲଟିଛି ଦୟାନଦୀ: ପାଣିରେ ଅମାଶୟ ଜୀବାଣୁ ବ୍ୟୁରୋ: ଦୟାନଦୀ ଜଳ ଆଉ ବ୍ୟବହାର ଉପଯୋଗୀ ନୁହେଁ। କଳା କିଟିକିଟି ଦେଖାଯାଉଥିବା ଦୟା ଜଳ ବିଷ କୁମ୍ଭରେ ପରିଣତ ହୋଇସାରିଛି। ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା

ବଢ଼ିବନି ଡିଜେଲ-ପେଟ୍ରୋଲ ଦାମ: IOC ମୁଖ୍ୟ

ବଢ଼ିବନି ଡିଜେଲ-ପେଟ୍ରୋଲ ଦାମ: IOC ମୁଖ୍ୟ। ବ୍ୟୁରୋ:ବର୍ତ୍ତମାନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ ବରଂ ସ୍ଥିର ରହିବ। ଏକଥା କହିଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଅଧ୍ୟକ୍ଷ ଅରବିନ୍ଦର ସିଂହ ସାହାନି। ଅଶୋଧିତ ତୈଳ ଦରରେ ପରିବର୍ତ୍ତନ

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ପରଲୋକ ନେଇ ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା। ୯୨ବୟସରେ ପରଲୋକ,ଆଜି ସନ୍ଧ୍ୟାରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏମ୍ସ୍ ରେ ପହଞ୍ଚିଥିଲେ ଜେପିନଡ୍ଡା ଓ ପ୍ରିୟଙ୍କା ଗାନ୍ଧୀ। ୨୦୦୪ ରୁ ୨୦୧୪

ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କାମ୍ଭମପତି

ବଦଳିଲେ ରାଜ୍ୟପାଳ; ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କାମ୍ଭମପତି। ନିଯୁକ୍ତି ଦେଲେ ରାଷ୍ଟ୍ରପତି। ଇସ୍ତପା ଦେଲେ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ହରିବାବୁ କାମ୍ଭମପତି । ସେ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କାମ୍ଭମପତି । – ପୂର୍ବରୁ