SSTV

185 Posts Website

ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ନିଯୁକ୍ତ

  କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା ଜୁନ ୩୦ ତାରିଖରେ ଅବସର

ଶିବ ମଲ୍ଲିକ ହେଲେ ସାଂସଦଙ୍କ ବାଲିଅନ୍ତା ବ୍ଲକ ପ୍ରତିନିଧି

  ବିଜେପି ଯୁବନେତା ଶିବ ମଲ୍ଲିକ ହେଲେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାଲିଅନ୍ତା ବ୍ଲକ ପ୍ରତିନିଧି l ଗତକାଲି ସାଂସଦ ବିଦ୍ଧିବଦ୍ଧ ଭାବେ ଶ୍ରୀ ମଲ୍ଲିକଙ୍କ ନାମ ଘୋଷଣା କରିଛନ୍ତି l ଖବର ପ୍ରଚାର ହେବାପରେ ବାଲିଅନ୍ତା ବ୍ଲକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଆଗାମୀ ରଥ ଯାତ୍ରା ନିମନ୍ତେ ଛତିଶା ନିଯୋଗ ସହିତ ଆଲୋଚନା

ଆଜି ରାଜ୍ୟ ଅତିଥି ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟମାନଙ୍କ ସହ ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି। ଚଳିତ ବର୍ଷ ରଥଯାତ୍ରା

କେନ୍ଦ୍ରମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଯୁବ ସମାଜସେଵୀ ୬୪ ଯୋଗିନୀ ପିଠର ସର୍ବାଙ୍ଗୀନ ଉନ୍ନତି ଓ ଜୟଦେବ ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ଆଲୋଚନା

ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଉମାଦେଇବ୍ରହ୍ମପୁର ପଞ୍ଚାୟତ ସମିତିସଭ୍ୟ ତଥା ଯୁବ ସମାଜସେବୀ ରଞ୍ଜନ ମହାପାତ୍ର ଓ ଯୁବ ସାମ୍ବାଦିକ ପ୍ରଳୟ କୁମାର ଦାସ l

ସୁଭଦ୍ରା ଜେନା ହେଲେ ରଜର ରାଣୀ

ଲୋକକଳା ଏବଂ ପାରମ୍ପରିକ ରଜ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁଁ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପହିଲି ରଜରେ ଆରମ୍ଭ ହୋଇଥିବା ରଜ ମହୋତ୍ସବ -୨୦୨୪ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଭୁବନେଶ୍ଵର ଉପକଣ୍ଠ ହୀରାପୁର ସ୍ଥିତ ମହାମାୟା ଚଉଷଠି ଯୋଗିନୀ

ବଢିଲା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟକାଳ, ପଦ ବଜାୟ ରଖିଲେ ପିକେ ମିଶ୍ର

  ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅଜିତ ଡୋଭାଲଙ୍କୁ ପୁଣି ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଅଜିତ ଡୋଭାଲଙ୍କୁ ତୃତୀୟ ଥର ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି ।

ଜେଲରେ ରହି ସରକାର ଚଳାଇ ହେବନାହିଁ: କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଅଳକା ଲାମ୍ବା

  ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖାଯାଇଥିବା ଜଳ ସଙ୍କଟକୁ ନେଇ ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଜେଲରୁ ଚାଲିପାରିବ ନାହିଁ। ଅରବିନ୍ଦ କେଜ୍ରିୱାଲ ଜେଲ ଭିତରେ

ଚୀନ ମୋବାଇଲ କମ୍ପାନି ଭିଭୋର ଭାରତୀୟ ବ୍ୟବସାୟକୁ କିଣିବ ଟାଟା

  ଦେଶର ପ୍ରତିଷ୍ଠିତ କମ୍ପାନୀ ଟାଟା ଏବେ ମୋବାଇଲ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି । ତେବେ ପ୍ରାୟ ଏକ ଦଶନ୍ଧି ତଳେ ଟାଟା ଗ୍ରୁପ୍ ଉଭୟ ମୋବାଇଲ ନେଟୱାର୍କ ଓ ହ୍ୟାଣ୍ଡସେଟ୍ ତିଆରି କରୁଥିଲା। କିନ୍ତୁ ପରେ ସେଥିରୁ

ଗ୍ରୀଷ୍ମକାଳୀନ ଶିଶୁପତ୍ରିଭା ଶିବିର ଉଦଯାପିତ।

ବାଳକାଟି, ୧୩|୬(ନି. ପ୍ର):ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ଵର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକ୍ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଗ୍ରାମରେ ସପ୍ତାହବ୍ୟାପି ଗ୍ରୀଷ୍ମ କାଳୀନ ଶିଶୁ ପତ୍ରିକା ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ଯୁବ ସମାଜସେବୀ

ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ବିଜେପି

*ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ବିଜେପି* ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି