SSTV

185 Posts Website

ଦ୍ୱିତୀୟ ମା’ କନକ ଦୁର୍ଗା ମହୋତ୍ସବ -୨୦୨୪ ଉଦଯାପିତ।

ଦ୍ୱିତୀୟ ମା’ କନକ ଦୁର୍ଗା ମହୋତ୍ସବ -୨୦୨୪ ଉଦଯାପିତ। ବାଗଲପୁର ରେ ପୂଜା ପାଉଛନ୍ତି ପୁରୀ ଗଜପତିଙ୍କ କନକଦୁର୍ଗା। ବାଲିପାଟଣା: ବାଗଲପୁର ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ସ୍ଥାନୀୟ ମେଳଣ ପଡ଼ିଆରେ

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୭ତମ ଜନ୍ମଜୟନ୍ତୀ ପାଳିତ

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୭ତମ ଜନ୍ମଜୟନ୍ତୀ ପାଳିତ ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯଶୁଆପୁର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୭ ତମ ଜନ୍ମ ଜୟନ୍ତ ପାଳିତ ହୋଇଯାଇଛି।

ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ କୁ ମିଳିଲା ପ୍ରକୃତିମିତ୍ର ସମ୍ମାନ ୨୦୨୪

ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ କୁ ମିଳିଲା ପ୍ରକୃତିମିତ୍ର ସମ୍ମାନ ୨୦୨୪। ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ରେ ଦୀର୍ଘଦିନ ହେବ ସମାଜସେବା କ୍ଷେତ୍ରରେ କାର୍ଯ୍ୟକରି ସମଗ୍ର ଜୟଦେବ ନିର୍ବାଚନ ମଣ୍ଡଳୀ ରେ ଏକ ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣ ଓ ଜନ

ପଞ୍ଚମ କାଞ୍ଚନ କର୍ପୋରେଟ ଆୱାର୍ଡ ଏବଂ ୟୁଥ୍ କନ୍‌କ୍ଳେଭ – ୨୦୨୪ ଅନୁଷ୍ଠିତ

ପଞ୍ଚମ କାଞ୍ଚନ କର୍ପୋରେଟ ଆୱାର୍ଡ ଏବଂ ୟୁଥ୍ କନ୍‌କ୍ଳେଭ – ୨୦୨୪ ଅନୁଷ୍ଠିତ ଭୁବନେଶ୍ଵର : ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ପଞ୍ଚମ କାଞ୍ଚନ କର୍ପୋରେଟ ଆୱାର୍ଡ଼ ଏବଂ କାଞ୍ଚନ ୟୁଥ୍ କନ୍‌କ୍ଳେଭ –

ଶାନ୍ତି ଶୃଙ୍ଖଳାରେ ସୁଦର୍ଶନ ଦାରୁ ପୀଠରେ ନିର୍ମାଣଧିନ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ କାର୍ଯ୍ୟ ଶେଷ

ଶାନ୍ତି ଶୃଙ୍ଖଳାରେ ସୁଦର୍ଶନ ଦାରୁ ପୀଠରେ ନିର୍ମାଣଧିନ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ କାର୍ଯ୍ୟ ଶେଷ ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ୍ ଅଧୀନସ୍ଥ ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତର ଗଡକାନ୍ତୁଣିଆ ହୀରାପୁର ଠାରେ ଶ୍ରୀ ସୁଦର୍ଶନ ଦାରୁପୀଠରେ ନିର୍ମାଣଧିନ ଜଗନ୍ନାଥ ମନ୍ଦିରର ରତ୍ନମୁଦା

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯଶୁଆପୁର ର ଦଶମ ଶ୍ରେଣୀର ପ୍ରଥମ ବ୍ଯାଚ ଛାତ୍ରଛାତ୍ରୀ ମାନଙ୍କୁ ବୋର୍ଡ ସାର୍ଟିଫିକେଟ ପ୍ରଦାନ ଉତ୍ସବ

ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଯଶୁଆପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୨୦୨୩-୨୪ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷ ଏହି ବିଦ୍ୟାଳୟ 5T ଅନ୍ତର୍ଭୁକ୍ତ ହୋଇ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରଣ ହୋଇଥିଲା।

୯୬ତମ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଶ୍ରାଦ୍ଧ ଦିବସ ପାଳିତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯଶୁଆପୁର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୬ ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ସାଂସଦଙ୍କ

୭୫ତମ ବନ ମହୋତ୍ସବ ପାଳିତ

ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତର ଯଶୁଆପୁର ବାଲିପୋଖରୀ ରାସ୍ତାରେ ପରିବେଶ ଭିତ୍ତିକ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ କାଞ୍ଚନ ଫାଉଣ୍ଡେସନ ମିଳିତ ସହଯୋଗରେ ୭୫ ତମ ବନ ମହୋତ୍ସବ ପାଳିତ

ଶ୍ରୀ ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ଯୋଗଦେଲେ

ଭୁବନେଶ୍ବର , ତା – ୩୦ / ୦୬ / ୨୦୨୪ , ଶ୍ରୀ ମନୋଜ ଆହୁଜା ଆଜି ଅପରାହ୍ନରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ

୧୭ବର୍ଷ ପରେ ଟି_୨୦ ବିଶ୍ଵକପ୍ ନେଲା ଭାରତ।

୧୭ବର୍ଷ ପରେ ଟି_୨୦ ବିଶ୍ଵକପ୍ ନେଲା ଭାରତ। ସବୁ ଭାରତୀୟ ଙ୍କ ମନରେ ଏକ ପ୍ରକାର ଖୁସୀ ଦେଖିବାକୁ ମିଳୁଛି। ସବୁ ଭାରତୀୟ ଙ୍କ ଛାତିର ସ୍ପନ୍ଦନ ଧକ୍ ଧକ ହେଉଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ର ଶେଷ