SSTV

185 Posts Website

ମିନି ମାରାଥନ ଉପଲକ୍ଷେ ରାମ୍ ଧୁନ୍ ରଥ ଗଢିଲା…

ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏକ ମିନି ମାରାଥନ ନେଇ ଆଜି ବାଲିଅନ୍ତାରେ ରାମଧୂନ ରଥର ଶୁଭାରମ୍ଭ ହୋଇଛି। ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ତଥା ସମାଜସେବୀ ସତ୍ୟପ୍ରିୟ ବେହେରା ଆଜି ଏହାର ଶୁଭାରମ୍ଭ

ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ “ବକ୍ରତୁଣ୍ଡମ” ଶୀର୍ଷକ ଚିତ୍ର କଳା ପ୍ରଦର୍ଶନୀ ଉଦଘାଟିତ

  କଟକ ତା୧୯.୯.୨୦୨୩ ରିଖ ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ବକ୍ରତୁଣ୍ଡମ ଶୀର୍ଷକ ଏକ ଚିତ୍ର କଳା ପ୍ରଦର୍ଶନୀ ଶକୁନ୍ତଳା ଆର୍ଟ ଗ୍ୟାଲେରୀ ଆନୁକୂଲ୍ୟରେ ଉଦ୍ ଘାଟିତ ହୋଇଯାଇଛି। ରାଜ୍ୟ ତଥା ଜାତୀୟ ସ୍ତରର ବିଶିଷ୍ଟ ଚିତ୍ର ଶିଳ୍ପୀ ମାନଙ୍କୁ ନେଇ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟିତ

  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଠାରେ #5T ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି ଉନ୍ନୟନ ପ୍ରକଳ୍ପର

୧୯ ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର

୧୯ଟି ପ୍ରସ୍ତାବରେ ବାଜିଲା ରାଜ୍ୟ କ୍ୟାବିନେଟ୍‌ର ମୋହର -ବ୍ରହ୍ମପୁରର NIST କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା -ଭୁବନେଶ୍ବରର ସିଲିକନକୁ ମିଳିଲା ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା -ସାରା ରାଜ୍ୟରୁ ଉଚ୍ଛେଦ ହେଲା ରାଜ୍ୟ ସରକାରଙ୍କ ଟୋଲ୍‌ଗେଟ -ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର

୪ ମହିଳା କ୍ରିକେଟ୍ ତାରକା ଏବଂ ୩ ପୁରୁଷ କ୍ରିକେଟ ତାରକାଙ୍କୁ ସମ୍ଵର୍ଦ୍ଧିତ

ଦୃଷ୍ଟିବାଦିତ କ୍ରିକେଟ୍ ସଂଘ ଓଡିଶା,ରୋଟାରୀ ଡିଷ୍ଟ୍ରିକ୍ଟ ୩୨୩୨ ଏବଂ ରାମାଦେବୀ ମହିଳା ମହାବିଦ୍ୟାଲୟ ଏବଂ ଶିଶୁ ଓ ମହିଳା ବିକାଶ ସୋସାଇଟି ବିଶ୍ୱ ଗେମରେ ସ୍ୱର୍ଣ୍ଣ ପଦକ ଏବଂ ସିଲଭର ପଦକ ଜିତିବା ପାଇଁ ୪ ମହିଳା କ୍ରିକେଟ୍ ତାରକା ଏବଂ

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ

ପୂର୍ବତନ ବାଚସ୍ପତି, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଦିଗପହଣ୍ଡିର ବିଧାୟକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି. ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି, 

ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲେ ଯଶୋଦା ମାଙ୍କ ପିଲାମାନେ

ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲେ ଯଶୋଦା ମାଙ୍କ ପିଲାମାନେ ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଯଶୋଦା ମା ଫାଉଣ୍ଡେସନର ପ୍ରମୁଖ ସଦସ୍ୟ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ପରିକଳ୍ପନାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବକୁ ଭିନ୍ନ ଏକ ଢଙ୍ଗରେ ପାଳନ କରିଛନ୍ତି ‌।

କ୍ରୀଡ଼ା ଦିବସ ଉପଲକ୍ଷେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର – ୨୦୨୩ ପ୍ରଦାନ

ଜାତୀୟ କ୍ରୀଡ଼ା ଦିବସ (ମେଜର ଧ୍ୟାନଚାନ୍ଦ ଜୟନ୍ତୀ) ଅବସରରେ ରାଜ୍ୟ ସରକାର ମଙ୍ଗଳବାର ଦିନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର-୨୦୨୩’ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇକେଲ ଚାଳିକା ସ୍ୱସ୍ତି

କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର

ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ରଞ୍ଜନ କୁମାର ମହପାତ୍ର ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ. ଏହି  ସମୟରେ ମୁଖ୍ୟତଃ

ଆଜି ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡସ୍ – ୨୦୨୩

ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡସ୍ – ୨୦୨୩ ଭୁବନେଶ୍ବରର ଏକ ତାରକା ହୋଟେଲରେ ପ୍ରଦାନ କରାଯିବ. ଏହି ଅବସରରେ ୧୫ ଜଣ ଙ୍କୁ ବିଭିନ୍ନ