ଆସନ୍ତା ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରି ୨ ଟେଷ୍ଟ, ୩ ଦିନିକିଆ, ୫ ଟି – ଟ୍ଵେଣ୍ଟି ଖେଳିବ.
କାର୍ଯ୍ଯସୂଚୀ
ଜୁଲାଇ ୧୨ ରୁ ୧୬ : ପ୍ରଥମ ଟେଷ୍ଟ (ୱିଣ୍ଡସର ପାର୍କ, ଡୋମିନିକା)
ଜୁଲାଇ ୨୦ ରୁ ୨୪: ଦ୍ବିତୀୟ ଟେଷ୍ଟ (କୁଇନ୍ସ ପାର୍କ ଓଭାଲ, ତ୍ରିନିଦାଦ)
ଜୁଲାଇ ୨୭ : ପ୍ରଥମ ଦିନିକିଆ (କେନିଂଟନ ଓଭାଲ, ବାର୍ବାଡସ୍)
ଜୁଲାଇ ୨୯ :ଦ୍ବିତୀୟ ଦିନିକିଆ (କେନିଂଟନ ଓଭାଲ, ବାର୍ବାଡସ୍)
ଅଗଷ୍ଟ ୦୧ : ତୃତୀୟ ଦିନିକିଆ (ବ୍ରାଏନ ଲାରାଏକାଡେମୀ,ତ୍ରିନିଦାଦ)
ଅଗଷ୍ଟ ୦୩ : ପ୍ରଥମ ଟି – ଟେଣ୍ଟି (ବ୍ରାଏନ ଲାରା ଏକାଡେମୀ, ତ୍ରିନିଦାଦ)
ଅଗଷ୍ଟ ୦୬: ଦ୍ବିତୀୟ ଟି – ଟ୍ଵେଣ୍ଟି (ନ୍ୟାସନାଲ ଷ୍ଟାଡିୟମ୍, ଗାଏନା)
ଅଗଷ୍ଟ ୦୮: ତୃତୀୟ ଟି – ଟ୍ଵେଣ୍ଟି (ନ୍ୟାସନାଲ ଷ୍ଟାଡିୟମ୍, ଗାଏନା)
ଅଗଷ୍ଟ ୧୨: ଚତୁର୍ଥ ଟି – ଟ୍ଵେଣ୍ଟି ( ଲାଉଡ୍ ର ହିଲ୍, ଫ୍ଲୋରିଡ଼ା)
ଅଗଷ୍ଟ ୧୩: ପଞ୍ଚମ ଟି – ଟ୍ଵେଣ୍ଟି (ଲାଉଡ୍ ର ହିଲ୍, ଫ୍ଲୋରିଡ଼ା)