୧୭ବର୍ଷ ପରେ ଟି_୨୦ ବିଶ୍ଵକପ୍ ନେଲା ଭାରତ।

୧୭ବର୍ଷ ପରେ ଟି_୨୦ ବିଶ୍ଵକପ୍ ନେଲା ଭାରତ।

ସବୁ ଭାରତୀୟ ଙ୍କ ମନରେ ଏକ ପ୍ରକାର ଖୁସୀ ଦେଖିବାକୁ ମିଳୁଛି।

ସବୁ ଭାରତୀୟ ଙ୍କ ଛାତିର ସ୍ପନ୍ଦନ ଧକ୍ ଧକ ହେଉଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ର ଶେଷ ସମୟରେ ଉଭୟ ଦଳର ଅଗଣିତ ଦର୍ଶକ କେତେବେଳେ ଖୁସୀ ହେଉଥିଲେ ତ ଆଉ କେତେବେଳେ ଦୁଃଖରେ କାନ୍ଦି ପକାଉଥିଲେ। ଏହାରି ଭିତରେ ଶେଷରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ୭ରନ ରେ ବିଜୟ ହାସଲ କରିଛି। ଭାରତ ଜିତିବା ଖୁସୀ ପରେ ବି ଏକ ପ୍ରକାର ଦୁଃଖ ଖବର ଆସିଛି କି ବିରାଟ କୋହଲି ଏବଂ ରୋହିତ ଶର୍ମା ଟି – ୨୦ ବିଶ୍ଵକପ୍ ରୁ ଅବସର ନେଇଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ରେ ସବୁଠାରୁ ହ୍ୟାଟ୍ରିକ ପାଣ୍ଡିଆ ଙ୍କ ବୋଲିଂ, ବିରାଟ କୋହଲି ଙ୍କ ବ୍ୟାଟିଂ ଏବଂ ସବୁଠୁ ଆକଶ୍ରଣ ଥିଲା ସୁରୀୟକାନ୍ତ ଯାଦବ ଙ୍କ ଜବରଦସ୍ତ କ୍ୟାଚ ସମସ୍ତ ଙ୍କ ମନରେ ଏକ ପ୍ରକାର ଖୁସୀ ଆଣିଦେଇଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ରେ ଭାରତ ମାନ୍ୟବର ପ୍ରଧାନ ମନ୍ତ୍ରୀ , ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଭାରତୀୟ ଟିମ୍ କୁ ଭବ୍ୟ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *