୧୯ ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର

୧୯ଟି ପ୍ରସ୍ତାବରେ ବାଜିଲା ରାଜ୍ୟ କ୍ୟାବିନେଟ୍‌ର ମୋହର

-ବ୍ରହ୍ମପୁରର NIST କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା
-ଭୁବନେଶ୍ବରର ସିଲିକନକୁ ମିଳିଲା ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା

-ସାରା ରାଜ୍ୟରୁ ଉଚ୍ଛେଦ ହେଲା ରାଜ୍ୟ ସରକାରଙ୍କ ଟୋଲ୍‌ଗେଟ
-ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟୋଲ୍‌ ଗେଟ୍‌ ଉଚ୍ଛେଦ

-ଖରିଫ ଧାନ ସଂଗ୍ରହ ନୀତି କୁ କ୍ୟାବିନେଟ୍‌ର ଅନୁମୋଦନ
-୨୦୨୩-୨୪ ବର୍ଷରେ ୫୪ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ ଲକ୍ଷ୍ୟ
-୭୯ ଲକ୍ଷ ଟନ୍‌ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ
-ରବି ଋତୁ ରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ
-ନଭେମ୍ବରରୁ ମାର୍ଚ ଯାଏ ଚାଲିବ ଖରିଫ ଧାନ ସଂଗ୍ରହ

-ପୂର୍ତ୍ତ ବିଭାଗ ଅଧୀନରେ ୧୨୭୩ଟି ନୂଆ ପଦବୀ ସୃଷ୍ଟିକୁ ମଂଜୁରି
-ଓଡ଼ିଶା ଇଂଜିନିୟରି ଓ ଡିପ୍ଲୋମା ଇଂଜିନିୟରିଂ ସେବା ପାଇଁ ଲାଗୁ
-ଓଡ଼ିଶା ଯନ୍ତ୍ରୀ ସେବା ପଦବୀ ୬୪୨ରୁ ୧୦୧୧କୁ ବୃଦ୍ଧି
-ଡିପ୍ଲୋମା ଇଂଜିନିୟରିଂ ପଦବୀ ୯୪୪ରୁ ୧୮୪୮କୁ ବୃଦ୍ଧି

-ଏଣିକି ୧୬୬ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ସିଧାସଳଖ ନିଯୁକ୍ତ ହେବେ
-୩୦୯ କନିଷ୍ଠ ଯନ୍ତ୍ରୀ ବି ସିଧାସଳଖ ନିଯୁକ୍ତ ହେବେ

-ପରିବହନ ବିଭାଗର ଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ ମଂଜୁରି
-ପଞ୍ଚାୟତରୁ ଭୁବନେଶ୍ବରକୁ ଚାଲିବ ନିରବଚ୍ଛିନ୍ନ ପରିବହନ ସେବା
-କୃଷିଜାତ ସାମଗ୍ରୀ ପରିବହନ ପାଇଁ ମିଳିବ ସୁବିଧା
-ଲକ୍ଷ୍ମୀ ଯୋଜନାରେ ଚାଲିବ ହଜାରେରୁ ଅଧିକ ବସ୍‌
-୧୦ ବର୍ଷରେ ଖର୍ଚ୍ଚ ହେବ ୩,୧୭୮ କୋଟି ଟଙ୍କା

Leave a Reply

Your email address will not be published. Required fields are marked *