ମୁଖ୍ୟମନ୍ତ୍ରୀ ଙ୍କ ଦୌଡ଼ ରେ 5 ଜଣ ଙ୍କ ନାମ ଯାଇଛି କେନ୍ଦ୍ର ବିଜେପି ପାଖକୁ l ସେମାନେ ହେଲେ
1- ଗିରିଶ ଚନ୍ଦ୍ର ମୁର୍ମୁ
2- ଧର୍ମେନ୍ଦ୍ର ପ୍ରଧାନ
3- ସୂର୍ଯ୍ୟବଂଶୀ ସୁରଜ
4- ସୁରମା ପାଢ଼ୀ
5- ମନମୋହନ ସାମଲ
ଆର ଏସ ଏସ ର ସମର୍ଥନ ରହିଛି ଗିରିଶ ଚନ୍ଦ୍ର ମୁର୍ମୁ ଙ୍କ ପ୍ରତି ଓ କେନ୍ଦ୍ରୀୟ ବିଜେପି ମଧ୍ୟ ପ୍ରସ୍ତାବ ଦେଇଛି l
ଓଡିଶା ରେ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦପି ରଖିବା ପାଇଁ କେନ୍ଦ୍ରୀୟ ବିଜେପି ନିଷ୍ପତି ନେଇଛି l
ପ୍ରଥମ ଉପମୁଖ୍ୟମନ୍ତ୍ରୀ ହେବେ ସୂର୍ଯ୍ୟବଂଶୀ ସୁରଜ
ଦ୍ୱତୀୟ ଉପମୁଖ୍ୟମନ୍ତ୍ରୀ ହେବେ ସୁରମା ପାଢ଼ୀ
ଏହାଦ୍ୱାରା ଓଡିଶା ବିଜେପି ର ସଂଗଠନ ମଜବୁତ ହେବ l
ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ବିଜେଡି ର 24 ବର୍ଷର ବ୍ୟୁରୋକାଟ ଶାସନ ରେ ହୋଇଥିବା ଦୁର୍ନୀତି କୁ ଜନତା ଙ୍କ ସାମ୍ନା କୁ ଆଣି ପାରିବେ l ଆଉ ଏକ ବଡ ଫାଇଦା ହେବ ଓଡିଶା ଆଦିବାସୀ ପ୍ରବଣ ରାଜ୍ୟ l ଏହି ନିଷ୍ପତି ଆଦିବାସୀ ଲୋକ ଙ୍କ ପ୍ରଥମ ପସନ୍ଦ ହେବେ ଗିରିଶ ଚନ୍ଦ୍ର ମୁର୍ମୁ l
ଉପମୁଖ୍ୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ହେଲେ ଓଡିଶା ର ଯୁବକ ବର୍ଗ ଆଗଭର ହୋଇ ବିଜେପି କାର୍ଯ୍ୟ ରେ ଯୋଡି ହେବେ l ଯୁବାବର୍ଗ ଙ୍କ ପ୍ରଥମ ପସନ୍ଦ ସୁରଜ ଭାଇ l
ଉପମୁଖ୍ୟମନ୍ତ୍ରୀ ସୁରମା ପାଢ଼ୀ ହେଲେ ରାଜ୍ୟ ରେ ମହିଳା ଗୋଷ୍ଠୀ ଙ୍କୁ ସଶକ୍ତି କରଣ କରିବାରେ ସହାୟକ ହେବ l ସିଏ ମହିଳା ମାନଙ୍କ ର ନିକଟତର ହୋଇ ପାରିବେ l
ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଦିନରେ କେନ୍ଦ୍ରୀୟ ବିଜେପି ର ମୁଖ୍ୟ ହେବାର ସୂଚନା ରହିଛି l ତାଙ୍କୁ ଯେ ପି ନଡ୍ଡା ଙ୍କ ସ୍ଥାନ ଦିଆଯିବ l
ମନମୋହନ ସାମଲ ରାଜ୍ୟ ସଭାପତି ଭାବରେ କାର୍ଯ୍ୟରତ ଅଛନ୍ତି l ତାଙ୍କର ଅଧକ୍ଷତା ରେ ବିଜେପି ନିର୍ବାଚନ ବୈତରଣୀ ଓଡିଶା ରେ ପାର କରିଛି l ସେହି ଦୃଷ୍ଟିକୋଣ ରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଦୌଡ଼ ରେ ରଖାଯାଇଛି l ଆଉ ଏକ କଥା ସାମ୍ନା କୁ ଆସିଛି ନବ ନିର୍ବାଚିତ ବିଧାୟକ ମାନଙ୍କର ପ୍ରଥମ ପସନ୍ଦ ମନମୋହନ ସାମଲ l ତାଙ୍କର ପରିଶ୍ରମ ଯୋଗୁଁ ଆଜି ଓଡିଶା ରେ ବିଜେପି ଏକ ବଡ ଦଳ ହୋଇ ଉଭା ହୋଇଛି l ଏକଦା ବିଜେଡି ଓ ବିଜେପି ର ମେଣ୍ଟ ହେବାକୁ ଯାଉଥିବା ସମୟରେ ମନମୋହନ ସାମଲ ଓ ଅପରାଜିତା ଷଢଙ୍ଗୀ ଏହାକୁ ପ୍ରତ୍ୟାଖାନ କରି କେନ୍ଦ୍ରୀୟ ବିଜେପି କୁ ବିରୋଧ କରିଥିଲେ କହିଥିଲେ ଓଡିଶା ରେ ଆମେ ଏକାକୀ ସରକାର କରିବୁ l ଏଥିରେ କେନ୍ଦ୍ରୀୟ ବିଜେପି ରାଜି ହୋଇଥିଲେ l
ଆଜି ଦିଲ୍ଲୀ ରେ ନବ ନିର୍ବାଚିତ ହୋଇଥିବା ସାଂସଦ ମାନଙ୍କୁ ଧରି ଏକ ବୈଠକ ହେଉଛି l ଏହି ବୈଠକ ର ଫଳାଫଳ ପରେ ରାଜ୍ୟ ବିଜେପି ଅଫିସ ରେ ନବ ନିର୍ବାଚିତ ବିଧାୟକ ଙ୍କ ବୈଠକ ରଖାଯିବ l ସେହି ସବୁ ବୈଠକ ରେ ନିଷ୍ପତି ହେବ ଓଡିଶା ର ଭାଗ୍ୟ l