ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକର ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ବରୁଣେଇ ପିଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ଭୁବନେଶ୍ବର ବ୍ଲକର ଉପାଧ୍ଯକ୍ଷ ଅଜିତ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ସମିତି ସଭ୍ୟ ଓ ସଭ୍ଯା ମାନେ ଯୋଗ ଦେଇଥିଲେ. ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଜୁନ ୨୫ ତାରିଖରେ ଆଉ ଏକ ବୈଠକ କରିବା ପାଇଁ ସ୍ଥିର କରାଯାଇଥିଲା.

Leave a Reply

Your email address will not be published. Required fields are marked *