ଆଜି ରାଜ୍ଯର ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ଭୁବନେଶ୍ବର ଠାରେ ଥିବା ଗୀତଗୋବିନ୍ଦ ସଦନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ମୁଖତଃ ଓଡ଼ିଶାର ୩୦ ଜିଲାର ସମିତି ସଭ୍ୟ ଓ ସଭ୍ୟା ମାନେ ବୈଠକରେ ଯୋଗ ଦେବା ସହ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ. ଆଗାମୀ ଦିନରେ ଏକ ସଂଘ ଗଠନ କରି ବିଭିନ୍ନ ଦାବି ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ, 5T ସଚିବ, ମାନ୍ୟବର ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସମ୍ପର୍କରେ ମଧ୍ଯ ଆଲୋଚନା ହୋଇଥିଲା.